ଧରାକୋଟ ଷ୍ଟେଟବ୍ୟାଙ୍କର ସ୍ଥିତି ସୁଧୁରିବ କେବେ : ଏଟିଏମ ଅଚଳ,ସାଧାରଣ ଲୋକ ହନ୍ତସନ୍ତ

ଧରାକୋଟ : ଧରାକୋଟରେ ଥିବା ଷ୍ଟେଟବ୍ୟାଙ୍କ ଉପରେ ପ୍ରାୟ ୩୦ହଜାରରୁ ଅଧିକ ଗ୍ରାହକ ନିର୍ଭର କରିଥାନ୍ତି। ସ୍ଥାନୀୟ ଅଂଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଦେଣନେଣ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ବ୍ୟାଙ୍କ ଅନେକ ସମୟରେ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଏଠାରେ ଥିବା ଏକମାତ୍ର ଏଟିଏମ ମେସିନଟି ପ୍ରାୟ ସମୟରେ ସଟର ପଡିଥିବାର ଦେଖାଯାଉଛି ଓ … Continue reading ଧରାକୋଟ ଷ୍ଟେଟବ୍ୟାଙ୍କର ସ୍ଥିତି ସୁଧୁରିବ କେବେ : ଏଟିଏମ ଅଚଳ,ସାଧାରଣ ଲୋକ ହନ୍ତସନ୍ତ